cover image: ‘ସ୍ନେହ ହିଁ ଜଣେ ଭଲ ଶିକ୍ଷକ ଗଢ଼ି ତୋଳେ’

20.500.12592/dhmj0h

‘ସ୍ନେହ ହିଁ ଜଣେ ଭଲ ଶିକ୍ଷକ ଗଢ଼ି ତୋଳେ’

5 Sep 2023

ଏ ବର୍ଷ ଗୁରୁ ଦିବସ ଅବସରରେ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଶିକ୍ଷା ଦେଉଥିବା ସ୍ୱତନ୍ତ୍ର ଶିକ୍ଷାଦାତାମାନଙ୍କୁ ‘ପରୀ’ ଅଭିନନନ୍ଦନ ଜଣାଏ । ଧୈର୍ଯ୍ୟ ଓ ଅଧ୍ୟବସାୟ ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସେମାନଙ୍କର ଅସୀମ ସ୍ନେହ ହିଁ ଉତ୍ତମ ଶିକ୍ଷାଦାନ ପଦ୍ଧତିର ମୂଳମନ୍ତ୍ର

Authors

Medha Kale,Urja,Priti David,OdishaLIVE

Published in
India
Rights
© Medha Kale,Urja,Priti David,OdishaLIVE