cover image: ଲିଦ୍ଦର ଘାଟୀର ଭ୍ରମଣଶୀଳ ଶିକ୍ଷକ

20.500.12592/mjpwb3

ଲିଦ୍ଦର ଘାଟୀର ଭ୍ରମଣଶୀଳ ଶିକ୍ଷକ

4 Sep 2023

ଯେତେବେଳେ ପଶୁପାଳକ ପରିବାରମାନେ ହିମାଳୟର ଶିଖରକୁ ପ୍ରବାସ କରନ୍ତି, ସେମାନେ ନିଜ ସହିତ ସେମାନଙ୍କ ଛୋଟ ପିଲାଙ୍କୁ ମଧ୍ୟ ନେଇଯାଆନ୍ତି। ଅଲୀ ମହମ୍ମଦଙ୍କ ଭଳି ଭ୍ରମଣଶୀଳ ଶିକ୍ଷକ ସେମାନଙ୍କୁ ଅନୁସରଣ କରନ୍ତି ଏବଂ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସେମାନଙ୍କୁ ଶ୍ରେଣୀରେ ରଖିବା ସୁନିଶ୍ଚିତ କରନ୍ତି। ଗୁରୁଦିବସ ଅବସରରେ ଆସୁଛି ଏକ କାହାଣୀ

Authors

Priti David,Vishaka George,OdishaLIVE

Published in
India
Rights
© Priti David,Vishaka George,OdishaLIVE