cover image: ‘ମୋତେ କ’ଣ ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରୁ ଜଣକୁ ବାଛିବାକୁ ହେବ?’

20.500.12592/pb7nxc

‘ମୋତେ କ’ଣ ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରୁ ଜଣକୁ ବାଛିବାକୁ ହେବ?’

15 Aug 2023

୧୫ ଅଗଷ୍ଟ, ୨୦୨୩ ଉପଲକ୍ଷେ ପରୀ ଆପଣଙ୍କ ପାଇଁ ଶୋଭାରାମ ଗେହେରୱାରଙ୍କ କାହାଣୀ ନେଇ ଆସିଛି ଯିଏକି ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶରଙ୍କ ଗୁଳିମାଡ଼ରେ ଆହତ ହୋଇଥିଲେ। ରାଜସ୍ଥାନର ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ଵ କରୁଥିବା ଏହି ୯୭ ବର୍ଷ ବୟସ୍କ ବ୍ୟକ୍ତି ଜଣେ ଆତ୍ମଘୋଷିତ ଗାନ୍ଧୀବାଦୀ, ଡକ୍ଟର ଆମ୍ବେଦକରଙ୍କ ଦୃଢ଼ ପ୍ରଶଂସକ ଏବଂ ଗୁପ୍ତ ବିପ୍ଳବୀ ସମୂହର ସଦସ୍ୟ । ୨୦୨୨ରେ ପେଙ୍ଗୁଇନ୍ ଦ୍ଵାରା ପ୍ରକାଶିତ ପି. ସାଇନାଥଙ୍କ “ଦ ଲାଷ୍ଟ ହିରୋଜ୍, ଫୁଟ୍‌ସୋଲଜର୍ସ ଅଫ୍ ଇଣ୍ଡିଆସ୍ ଫ୍ରିଡମ” (ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ନାୟକ, ପଦାତିକ ସୈନିକ) ରୁ କିଛି କିୟଦଂଶ

Authors

P. Sainath,OdishaLIVE

Published in
India
Rights
© P. Sainath,OdishaLIVE