cover image: ଜୟସାଲମେର: ବିନାଶକାରୀ ପବନକଳ କବଳରେ ଓରଣ

20.500.12592/216hss

ଜୟସାଲମେର: ବିନାଶକାରୀ ପବନକଳ କବଳରେ ଓରଣ

27 Jul 2023

ରାଜସ୍ଥାନର ଅନେକ ଓରଣ - ମରୁ ଅଞ୍ଚଳର ତୃଣଭୂମିରେ ଅବସ୍ଥିତ ପବିତ୍ର ଉପବନ, ଯେଉଁଗୁଡ଼ିକ ସରକାରୀ ନଥିପତ୍ରରେ ଭୁଲରେ ‘ପତିତ ଜମି’ ରୂପେ ବର୍ଗୀକୃତ- ଏବେ ସୌରଶକ୍ତି ଏବଂ ପବନ ଶକ୍ତି ସଂସ୍ଥାଗୁଡ଼ିକର ଜବରଦଖଲରେ। ଦିନକୁ ଦିନ ଏଭଳି ସଂସ୍ଥାର ଉପସ୍ଥିତି ବଢ଼ିବାରେ ଲାଗିଛି ଏବଂ ପ୍ରତିକୂଳ ଗତିରେ ବଦଳିବାରେ ଲାଗିଛି ସେଠାକାର ପରିବେଶଗତ ପ୍ରଣାଳୀ ଓ ଜୀବିକା ନିର୍ବାହର ଧାରା

Authors

Priti David,Urja,P. Sainath,OdishaLIVE

Published in
India
Rights
© Priti David,Urja,P. Sainath,OdishaLIVE