cover image: କ୍ରିକେଟ୍‌ ବଲ୍‌ ନିର୍ମାତାଙ୍କ ଦୁଃଖ

20.500.12592/1tdf83

କ୍ରିକେଟ୍‌ ବଲ୍‌ ନିର୍ମାତାଙ୍କ ଦୁଃଖ

18 Jul 2023

ମେରଠ ଜିଲ୍ଲାର କୁଶଳୀ କାରିଗରମାନେ କ୍ରିକେଟ୍‌ ଖେଳର ମୁଖ୍ୟ ଉପାଦାନ ଭାବେ ବ୍ୟବହୃତ ହେଉଥିବା ଲାଲ ଚକମକ୍‌ ବଲ୍‌ ତିଆରି କରନ୍ତି। ଏଥିପାଇଁ ଚମଡ଼ାକୁ ବାଦାମୀ ରଙ୍ଗ ଦେବା, ଚିକ୍କଣ କରିବା, କାଟିବା, ସିଲେଇ କରିବା, ଆକାର ଦେବା, ଲାଖ ଲଗାଇବା ଏବଂ ଷ୍ଟାମ୍ପ ମାରିବା କାମରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କ୍ରିକେଟ୍‌ ଦୁନିଆର ଚାକଚକ୍ୟଠାରୁ ଦୂରରେ, ବଲ୍‌ ତିଆରି କାମ ଏକ ଜାତି ଆଧାରିତ ବେଉସା ହୋଇ ରହିଛି

Authors

Shruti Sharma,Riya Behl,OdishaLIVE

Published in
India
Rights
© Shruti Sharma,Riya Behl,OdishaLIVE