cover image: ପାଦେ ପରେ ଆଉ ପାଦେ: କ୍ଷତିପୂରଣ ଦିଗରେ ମନ୍ଥରଗତି

20.500.12592/kjrxdr

ପାଦେ ପରେ ଆଉ ପାଦେ: କ୍ଷତିପୂରଣ ଦିଗରେ ମନ୍ଥରଗତି

13 Jul 2023

କାମଧନ୍ଦା ଖୋଜିବା ଲାଗି ଓଡ଼ିଶା ଛାଡ଼ି ବାହାର ରାଜ୍ୟକୁ ଚାଲିଯାଉଥିବା ଶ୍ରମିକମାନେ ସରକାରୀ ସୁବିଧା ସୁଯୋଗ ପାଇବାକୁ ହକ୍‌ଦାର ସତ, ହେଲେ ବାସ୍ତବରେ, ସେସବୁ ହାସଲ କରିବାର ଅପେକ୍ଷା ବେଶ୍‌ ଲମ୍ବା ଓ ଯନ୍ତ୍ରଣାଦାୟକ

Authors

Anil Sharma,S. Senthalir,OdishaLIVE

Published in
India
Rights
© Anil Sharma,S. Senthalir,OdishaLIVE