ଝାଡ଼ଖଣ୍ଡରେ ବଢୁଛି ସାମ୍ପ୍ରଦାୟିକ ଉତ୍ତେଜନା

20 Nov 2024

ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ ହିନ୍ଦୁ ଏବଂ ମୁସଲମାନମାନେ ପିଢ଼ି ପରେ ପିଢ଼ି ସଦ୍‌ଭାବନା ରକ୍ଷା କରି ରହିଛନ୍ତି। କିନ୍ତୁ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଆକ୍ରମଣ ହୋଇଛି

Authors

Ashwini Kumar Shukla,Sarbajaya Bhattacharya,OdishaLIVE

Published in
India
Rights
© Ashwini Kumar Shukla,Sarbajaya Bhattacharya,OdishaLIVE