ମହାରାଷ୍ଟ୍ର ସାରା ସରକାରୀ ଚାକିରୀ ପାଇଁ ହତାଶ ହୋଇ ପଡ଼ିଥିବା ଯୁବକ ଏବଂ ଯୁବତୀମାନେ ଅଗ୍ନିବୀର ହେବା ପାଇଁ କଠିନ ତାଲିମ ନେଉଛନ୍ତି । ହେଲେ, ଏହା ଏକ ସ୍ୱଳ୍ପ ସମୟର ଲକ୍ଷ୍ୟ - ଚାରି ବର୍ଷ ପରେ, ସେମାନଙ୍କ ମଧ୍ୟରୁ କେବଳ ଏକ ଚତୁର୍ଥାଂଶ ସେନାରେ ସ୍ଥାୟୀ କ୍ୟାରିୟର କରିବାକୁ ସମର୍ଥ ହେବେ । ଅବଶିଷ୍ଟ ତାଲିମପ୍ରାପ୍ତ ସୈନିକମାନେ ପୁଣିଥରେ କାମ ଖୋଜିବେ
Authors
- Published in
- India
- Rights
- © Parth M.N.,Priti David,OdishaLIVE