ମଦୁରାଇରେ ରହୁଥିବା ସତ୍ୟପ୍ରିୟା ଖୁବ୍ କମ୍ ବୟସରୁ ଭେଦଭାବର ତୀର ଏବଂ ଆଘାତର ସାମ୍ନା କରିଛନ୍ତି। ଏସବୁ ଏବଂ ଅନ୍ୟାନ୍ୟ ଅନୁଭବ ତାଙ୍କୁ କଳା ଆଡ଼କୁ ଆକର୍ଷିତ କରାଇଛି ଯାହା ମାଧ୍ୟମରେ ସେ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ମାନବିକ ଦୁନିଆକୁ ପରିପ୍ରକାଶ କରିଛନ୍ତି
Authors
- Published in
- India
- Rights
- © M. Palani Kumar,Priti David,OdishaLIVE