‘ସବୁବେଳେ କେହି ନା କେହି ଜଣେ ଚାରପାଇ ଖୋଜୁଥିବେ’

5 Nov 2024

ହରିଆଣାର ତାଙ୍କ ଗାଁରେ ଚାରପାଇ ଓ ପିଦ୍ଦା ଗଢ଼ନ୍ତି ଭଗତ ରାମ ଯାଦବ । ତାଙ୍କ ହାତ ତିଆରି ମଜଭୁତ ଖଟ ଓ ଷ୍ଟୁଲଗୁଡ଼ିକ ସାରା ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିସାରିଲାଣି ଏବଂ ସେହି ସବୁ ସ୍ଥାନ ଭିତରେ ରହିଛି ଦିଲ୍ଲୀ-ହରିଆଣା ସୀମାରେ ବର୍ଷେ କାଳ ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଳୀ

Authors

Sanskriti Talwar,Naveen Macro,Sarbajaya Bhattacharya,OdishaLIVE

Published in
India
Rights
© Sanskriti Talwar,Naveen Macro,Sarbajaya Bhattacharya,OdishaLIVE