ଜଲାଲ ଅଲୀ ପେଟ ପୋଷିବା ଲାଗି ସେପ୍ପା, ବାଏର, ଦାର୍କି, ଦୁଏର, ଦିୟାର ଭଳି ସ୍ୱଦେଶୀ ବାଉଁଶର ମାଛ ଜାଲ ତିଆରି କରନ୍ତି। କିନ୍ତୁ ଅନିୟମିତ ମୌସୁମୀ କାରଣରୁ ଆସାମର ଅନେକ ଜଳାଶୟ ସଂକୁଚିତ ହୋଇଯାଇଛି ଏବଂ ମାଛ ଧରା ଜାଲର ଚାହିଦା ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ ଏଥିସହିତ ତାଙ୍କ ଆୟ ମଧ୍ୟ କମିଛି
Authors
- Published in
- India
- Rights
- © Mahibul Hoque,Priti David,OdishaLIVE