ଦାର୍ଜିଲିଂ ସହରରେ ବୋଝ ବୋହୁଥିବା ମହିଳା କୁଲି

22 Mar 2024

ମୁଖ୍ୟତଃ ନେପାଳରୁ ଆସିଥିବା ଥାମୀ ସମ୍ପ୍ରଦାୟର ମହିଳାମାନେ ଦାର୍ଜିଲିଂର ପାହାଡ଼ିଆ ଅଞ୍ଚଳରେ ଗ୍ୟାସ ସିଲିଣ୍ଡର, ପନିପରିବା, ପାଣି ଏବଂ ଜରୁରୀ ସାମଗ୍ରୀ ବୋହି ଉପରେ ପହଞ୍ଚାଇଥାନ୍ତି ଓ ତଳକୁ ଆଣନ୍ତି । ସେମାନେ ପୁରୁଷ କୁଲିଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଭାରୀ ସାମଗ୍ରୀ ବୋହୁଥିଲେ ମଧ୍ୟ ଅତି କମ୍‌ ବେତନ ପାଆନ୍ତି

Authors

Rhea Chhetri,Sanviti Iyer,OdishaLIVE

Published in
India
Rights
© Rhea Chhetri,Sanviti Iyer,OdishaLIVE