ମୁଖ୍ୟତଃ ନେପାଳରୁ ଆସିଥିବା ଥାମୀ ସମ୍ପ୍ରଦାୟର ମହିଳାମାନେ ଦାର୍ଜିଲିଂର ପାହାଡ଼ିଆ ଅଞ୍ଚଳରେ ଗ୍ୟାସ ସିଲିଣ୍ଡର, ପନିପରିବା, ପାଣି ଏବଂ ଜରୁରୀ ସାମଗ୍ରୀ ବୋହି ଉପରେ ପହଞ୍ଚାଇଥାନ୍ତି ଓ ତଳକୁ ଆଣନ୍ତି । ସେମାନେ ପୁରୁଷ କୁଲିଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଭାରୀ ସାମଗ୍ରୀ ବୋହୁଥିଲେ ମଧ୍ୟ ଅତି କମ୍ ବେତନ ପାଆନ୍ତି
Authors
- Published in
- India
- Rights
- © Rhea Chhetri,Sanviti Iyer,OdishaLIVE