ଅନିୟମିତ ଏବଂ ଖରାପ ପାଣିପାଗ ଯୋଗୁ ଦକ୍ଷିଣ ବିହାରରେ ପ୍ରସିଦ୍ଧ ପାନ ଚାଷ କରୁଥିବା ଚାଷୀଙ୍କ ଫସଲ ବରବାଦ୍ ହୋଇଯାଉଥିବା ସେମାନେ କୁହନ୍ତି। ହେଲେ ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ଅତି ନଗଣ୍ୟ କ୍ଷତିପୂରଣ ମିଳୁଛି। ୨୦୧୭ରେ ଏଠାକାର ପ୍ରସିଦ୍ଧ ମଗହୀ ପାନକୁ ଭୌଗଳିକ ସୂଚକାଙ୍କ (ଜିଆଇ) ମାନ୍ୟତା ମିଳିଥିଲା, କିନ୍ତୁ ଏଥିରେ ଚାଷୀଙ୍କୁ କୌଣସି ଲାଭ ମିଳି ନାହିଁ, ସେମାନଙ୍କ ସମସ୍ୟା ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଯାଇଛି
Authors
Umesh Kumar Ray,Shreya Katyayini,Shreya Katyayini,Priti David,OdishaLIVE
- Published in
- India
- Rights
- © Umesh Kumar Ray,Shreya Katyayini,Shreya Katyayini,Priti David,OdishaLIVE