୧୪ ମାର୍ଚ୍ଚ, ୨୦୧୪ରେ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ମହାପଞ୍ଚାୟତ ପାଇଁ ହଜାର ହଜାର ଚାଷୀ ଓ କୃଷି ଶ୍ରମିକ ଏକତ୍ରିତ ହୋଇଥିଲେ। ଏହି ଶାନ୍ତିପୂର୍ଣ୍ଣ ସମାବେଶ ତିନି ବର୍ଷ ପୂର୍ବରୁ ଅନୁଷ୍ଠିତ ଆନ୍ଦୋଳନରେ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ସରକାରଙ୍କୁ ସ୍ମରଣ କରାଇ ଦେଇଥିଲା ଯାହା ବର୍ତ୍ତମାନ ସୁଦ୍ଧା ପୂରଣ ହୋଇନାହିଁ
Authors
- Published in
- India
- Rights
- © Namita Waikar,Ritayan Mukherjee,OdishaLIVE