cover image: କୋଡ଼ାବାଟିପୁଡ଼ିର କୁମ୍ମାରା

20.500.12592/ffbgd62

କୋଡ଼ାବାଟିପୁଡ଼ିର କୁମ୍ମାରା

5 Feb 2024

ଭଦ୍ରରାଜୁ ଯେଉଁ ମାଟିପାତ୍ର ଗଢ଼ନ୍ତି, ସେଥିରେ ୧୦ ଲିଟର ପାଣି ରହିପାରିବ।ମାଟିପାତ୍ର ଗଢ଼ିବା ପ୍ରକ୍ରିୟାର ସବୁ କିଛି ହାତରେ କରାଯାଏ। ବେଳେବେଳେ ତାଙ୍କ ସ୍ତ୍ରୀ କାମରେ ତାଙ୍କର ସହାୟତା କରନ୍ତି। କୋଡ଼ାବାଟିପୁଡ଼ିର ଅନ୍ୟ କୁମ୍ଭାରମାନେ ଯନ୍ତ୍ରଚାଳିତ ଚକକୁ ଆପଣେଇ ନେଇଥିବା ବେଳେ ଏବେ ବି ସେ ଆଡ଼କୁ ମନ ବଳାଇ ନାହାନ୍ତି ଏହି ୭୦ ବର୍ଷୀୟ ମାଟି କାରିଗର

Authors

Ashaz Mohammed,Sanviti Iyer,OdishaLIVE

Published in
India
Rights
© Ashaz Mohammed,Sanviti Iyer,OdishaLIVE