cover image: ବସଇର କୁଶଳୀ କମାର

20.500.12592/k98sm3v

ବସଇର କୁଶଳୀ କମାର

30 Jan 2024

ସାତ ପିଢ଼ି ଧରି ନିଜ କମାର ଶାଳରେ କାମ କରି ଆସୁଥିବା ରାଜେଶ ଚାଫେକର ଚାଷୀ, କଦଳୀ ଓ ନଡ଼ିଆ ଅମଳକାରୀ, କଂସେଇ, ମତ୍ସ୍ୟଜୀବୀ ଏବଂ ନଡ଼ିଆ କଟାଳୀଙ୍କ ପାଇଁ ବିଭିନ୍ନ ଲୌହ ଯନ୍ତ୍ରପାତି ତିଆରି କରନ୍ତି। ସେ ମଧ୍ୟ ଘରେ ବ୍ୟବହୃତ ଯନ୍ତ୍ରପାତି ତିଆରି କରନ୍ତି। ତାଙ୍କ ଦ୍ୱାରା ନିର୍ମିତ ସାମଗ୍ରୀକୁ ସେ ନିଜେ ହିଁ ଡିଜାଇନ୍‌ କରିଥା’ନ୍ତି

Authors

Ritu Sharma,Jenis J Rumao,Sanviti Iyer,Priti David,OdishaLIVE

Published in
India
Rights
© Ritu Sharma,Jenis J Rumao,Sanviti Iyer,Priti David,OdishaLIVE